Oriya examples |
ଶୁଣିବେ
shuNibe
ସୁପ୍ରଭାତ
suprabhAta
ସୁଭସନ୍ଧ୍ୟା
subhasandhyA
ସୁଭରାତ୍ର
subharAtra
ସୁବିଦାୟ
subidAy
ଧନ୍ୟବାଦ
dhanyabAda
ଆପଣ କେମିତି ଅଛନ୍ତି
ApaNa kemiti aChanti
ମୁଁ ଭଲ ଅଛି, ଧନ୍ୟବାଦ
mu~M bhala aChi, dhanyabAd
ମୁଁ ଦୁଃଖିତ
mu~M duHkhita
ବର୍ତ୍ତମାନ ଥଣ୍ଡା ପଡ଼ିଛି
barttamAn thaNDA paDxiChi
ବାହାରେ ଥଣ୍ଡା ଅଛି
bAhAre thaNDA aChi
ଗରମ ହେଉଛି
garama heuChi
ବର୍ଷା ହେଉଛି
barShA heuChi
ତୁମର ନାମ କଣ?
tumara nAma kaNa?
ମୋର ନାମ ରଂଜନ
mora nAma raMjana
ତୁମେ କେଉଁଠି ବାସକର?
tume keu~MThi bAsakara?
ମୁଁ ବେଂଗଳୂରୁ ନିକଟରେ ବାସକରେ
mu~M beMgaLUru nikaTare bAsakare
ତୁମର ବୟସ କେତେ?
tumara bayasa kete?
ସେହି ପ୍ରାସାଦଟି ଉଚ୍ଚ ଅଟେ
sehi prAsAdaTi uchcha aTe
ସେ ସୁନ୍ଦରୀ ଅଟନ୍ତି
se sundarI aTanti
ମୁଁ ବଂଗାଳୀ ମିଷ୍ଟାନ୍ନ ପସନ୍ଦ କରେ
mu~M baMgALI miShTAnna pasanda kare
ମୁଁ ପକ୍ଷୀମାନଙ୍କୁ ଭଲପାଏ
mu~M pakShImAna~gku bhalapAe
ରେଳଷ୍ଟେସନ କେଉଁଠି?
reLaShTesan keu~MThi?
ବସ ରହଣି ଏଠାରୁ କେତେ ଦୂର?
bas rahaNi eThAru kete dUra?
ବିମାନବନ୍ଦରରେ ପହଞ୍ଚିବାକୁ କେତେ ସମୟ ଲାଗିବ?
bimAnabandarare paha~jchibAku kete samaya lAgiba?
ଶ୍ରୀ ରଘୁନାଥ ସେଠାରେ ଅଛନ୍ତି କି?
shrI raghunAtha seThAre aChanti ki?
ଦୟା କରି ତଙ୍କୁ କୁହ କି ସେ ଅବସର ମିଳିଲେ ମୋତେ ଦୁରଭାଷ ମଧ୍ୟମରେ ଡାକିବେ
dayA kari ta~gku kuha ki se abasara miLile mote durabhASha madhyamare DAkibe
ଏହାର ଦାମ୍ କେତେ?
ehAra dAm^^ kete?
କ୍ଷମା କରିବେ
kShamA karibe
କେଉଁ ପ୍ଲାଟ୍ଫର୍ମରୁ ମୁଁ ଚଣ୍ଡୀଗଡକୁ ରେଳଗାଡି ପାଇବି ?
keu~M plAT^pharmaru mu~M chaNDIgaDaku reLagADi pAibi?
ଏହି ରେଳଗାଡିଟି ଅଲୀଗଡ୍ଠାରେ ରହିବ କି?
ehi reLagADiTi alIgaD^ThAre rahiba ki?
ଆପଣଙ୍କର କେତେଜଣ ସନ୍ତାନସନ୍ତତି ଅଛନ୍ତି?
ApaNa~gkara ketejaNa santAnasantati aChanti?
ଏହି ଉପହାରଟି ଚମତ୍କାର ହୋଇଛି
ehi upahAraTi chamatkAra ho^iChi
ଏଇଟି ପ୍ରକୃତରେ ସୁନ୍ଦର ଅଟେ
eiTi prakRutare sundara aTe
ଖାଦ୍ୟଟି ସ୍ୱାଦ ଯୁକ୍ତ ଅଟେ
khAdyaTi swAda Yukta aTe
ଶୁଭେଚ୍ଛା
shubhechChA
ତୁମେ ସୁନ୍ଦର ଦିଶୁଛ
tume sundara dishuCha
ନବବର୍ଷର ଶୁଭେଚ୍ଛା
nababarShar shubhEchChA
ମୁଁ ଆପଣଙ୍କର ସୁଭକାମନା କରୁଛି
mu~M ApaNa~gkara subhakAmanA karuChi
ବିବାହ ଉପଲକ୍ଷେ ଶୁଭେଚ୍ଛା
bibAha upalakShe shubhechChA
ଦେଖିଚାହିଁ ବିବାହ କର ଏବଂ ପରେ ସବୁକଥା ଚଳାଇ ନିଅ
dekhichAhi~M bibAha kara ebaM pare sabukathA chaLAi nia